ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ

ନୂଆପଡା : ବରଗଡ଼ ସୀମାନ୍ତ ସାହିପଲା  ଚେକପୋଷ୍ଟରେ ୪ ଲକ୍ଷ  ୮୯  ହଜାର ଟଙ୍କା ନୂଆପଡା ପୋଲିସ ଦ୍ୱାରା ଜବତ ହୋଇଛି l  ଆଜି ପଡୋଶୀ ବରଗଡ଼ ଜିଲ୍ଲାରୁ ନୂଆପଡା ଅଭିମୁଖେ ଆସୁଥିବା ଓମିନି କାରକୁ ସାହିପଲା ଚେକପୋଷ୍ଟରେ ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ଓମିନି କାର ଗାଡ଼ିରୁ ନଗଦ ୪ ଲକ୍ଷ ଟଙ୍କା ୮୯  ହଜାର ଟଙ୍କା ଜବତ କରିଛି ନୂଆପଡା ପୋଲିସ l ଏଥିସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା […] The post ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ appeared first on KNews Odisha.

ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ
seized

ନୂଆପଡା : ବରଗଡ଼ ସୀମାନ୍ତ ସାହିପଲା  ଚେକପୋଷ୍ଟରେ ୪ ଲକ୍ଷ  ୮୯  ହଜାର ଟଙ୍କା ନୂଆପଡା ପୋଲିସ ଦ୍ୱାରା ଜବତ ହୋଇଛି l  ଆଜି ପଡୋଶୀ ବରଗଡ଼ ଜିଲ୍ଲାରୁ ନୂଆପଡା ଅଭିମୁଖେ ଆସୁଥିବା ଓମିନି କାରକୁ ସାହିପଲା ଚେକପୋଷ୍ଟରେ ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ଓମିନି କାର ଗାଡ଼ିରୁ ନଗଦ ୪ ଲକ୍ଷ ଟଙ୍କା ୮୯  ହଜାର ଟଙ୍କା ଜବତ କରିଛି ନୂଆପଡା ପୋଲିସ l ଏଥିସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କା କେଉଁଠୁ  ଆସୁଥିଲା ଏବଂ ଟଙ୍କା  କାହାର  ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନୂଆପଡା ଥାନାର ଆଇଆଇସି ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି l

 

The post ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ appeared first on KNews Odisha.