ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର ବୋଲି କୁହାଯାଏ, ଯେମିତିକି ହାତୀ, ଜିରାଫ ଆଦି। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ସିଂହ ଏକାକି ବିଶାଳକାୟ ହାତୀର ଶିକାର କରିଦେଉଛି। ଏହି ଦୃଶ୍ୟ ଦେଖି ଅନେକ ଚକିତ ହୋଇଛନ୍ତି। ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଭିଡିଓଟି ଭାଇରାଲ […] The post ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ
ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର ବୋଲି କୁହାଯାଏ, ଯେମିତିକି ହାତୀ, ଜିରାଫ ଆଦି। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ସିଂହ ଏକାକି ବିଶାଳକାୟ ହାତୀର ଶିକାର କରିଦେଉଛି। ଏହି ଦୃଶ୍ୟ ଦେଖି ଅନେକ ଚକିତ ହୋଇଛନ୍ତି।
ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଭିଡିଓଟି ଭାଇରାଲ ହେଉଛି। ଭିଡିଓଟିକୁ ଚିଡ଼ିଆଖାନା ବୁଲିବାକୁ ଯାଇଥିବା କିଛି ପର୍ଯ୍ୟଟକ କ୍ୟାମେରାରେ କଏଦ କରିଛନ୍ତି। ସେଥିରେ ସିଂହଟିଏ ମୃତହାତୀ ପାଖରେ ଛିଡ଼ା ହୋଇ ତାକୁ ଖାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।
ଦେଖନ୍ତୁ ଭିଡିଓ:

The post ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.