ସିଡିଏରେ ଖୋଲିଲା ଟାଇଟନ୍ ଗ୍ରୁପର ବିଶାଳ ସୋ’ ରୁମ୍, ଆଗକୁ ଅନ୍ୟ ସହରରେ ଖୋଲିବା ଯୋଜନା

କଟକ ୫/୭: ସିଡିଏ ସେକ୍ଟର ୬ରେ ଖୋଲିଲା ଟାଇଟନ ଗ୍ରୁପର ୫ଟି ଏକ୍ସକ୍ଲୁସିଭ ବିଶାଳ ସୋ’ ରୁମ । ଗାର୍ମେଣ୍ଟ ଠାରୁ ଆରମ୍ଭ କରି ଘଣ୍ଟା ସବୁକିଛି ପାଇପାରିବେ ଗ୍ରାହକ । ଗୁରୁବାର ଦିନ ସୋ’ ରୁମର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କଂପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଶାରେ ପ୍ରଥମ ଥର ଟାଇଟନ ଗ୍ରୁପ କଟକରେ ବିଶାଳ ସୋ’ ରୁମ୍‌ ଖୋଲିଥିବାବେଳେ ଆଗକୁ ଅନ୍ୟ ସହରମାନଙ୍କରେ ଖୋଲାଯିବାର ଯୋଜନା ଥିବା କହିଛନ୍ତି ଟାଇଟନ ଗ୍ରୁପର ଏମ୍‌ଡି ସି.କେ ଭେଙ୍କଟ ରମଣ ।    