ସିଦ୍ଧୁଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ

କ୍ୟାନସର ଭଳି ମାରାତ୍ମକ ରୋଗକୁ ଅତି ସରଳ ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ନିରାକରଣ କରାଯାଇ ପାରିବ

ସିଦ୍ଧୁଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ

କ୍ୟାନସର ଭଳି ମାରାତ୍ମକ ରୋଗକୁ ଅତି ସରଳ ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ନିରାକରଣ କରାଯାଇ ପାରିବ । ଏହା ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇପାରେ । ହେଲେ କ୍ୟାନସରକୁ ଅତି ପାଖରୁ ଭଲ ହେବାରେ ଦେଖିଥିବା ପୂର୍ବତନ କ୍ରିକେଟର ନବଜୋତ୍ ସିଂ ସିଦ୍ଧୁ ଏଭଳି ଦାବି କରିଛନ୍ତି । କେମିତି ଡାଏଟ୍ କଣ୍ଟ୍ରୋଲ କରି ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ତାଙ୍କ ପତ୍ନୀ କ୍ୟାନସରର ଚତୁର୍ଥ ଷ୍ଟେଜରୁ ଫେରିଛନ୍ତି, ସେନେଇ ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ ।