ସିନ୍ଦୂର ପାଇଁ ମୁହାଁମୁହିଁ ! 

ସୁହାଗର ବଦଲା ନେଉଛି ସିନ୍ଦୂର। ଆତଙ୍କୀ ଉପରେ ଘନ ଘନ ମିସାଇଲ୍ ମାଡ଼ କରୁଛି ଭାରତ। ଆଉ ଯାହାକୁ ଦେଖି ଛାନିଆ ହୋଇଗଲାଣି ପାକିସ୍ତାନ। ଏବେ ଯୁଦ୍ଧ ପାଇଁ ସମରସଜ୍ଜା ଆରମ୍ଭ କରି ଦେଇଛି। ଏହାରି ଭିତରେ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି ଭାରତୀୟ ସେନା ! 

ସିନ୍ଦୂର ପାଇଁ ମୁହାଁମୁହିଁ ! 
Array