ସିବିଆଇ ଡିଆଇଜି ହେବେ IPS ସାରା ଶର୍ମା, ତୁରନ୍ତ ଦାୟିତ୍ବ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି

ଭୁବନେଶ୍ବର ୧୫।୩: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ସାରା ଶର୍ମା । ସିବିଆଇ ଡିଆଇଜି ଭାବେ ନେବେ ଦାୟିତ୍ୱ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି । ୨୦୧୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି ଆଇପିଏସ୍‌ ସାରା ଶର୍ମା । ସେ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ତୁରନ୍ତ ରିଲିଭ୍‌ କରିବାକୁ କେନ୍ଦ୍ର ଦ୍ବାରା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।You Can Read :ଯୁବକଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସିବିଆଇ ଡିଆଇଜି ହେବେ IPS ସାରା ଶର୍ମା, ତୁରନ୍ତ ଦାୟିତ୍ବ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି

ଭୁବନେଶ୍ବର ୫।୩: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ସାରା ଶର୍ମା । ସିବିଆଇ ଡିଆଇଜି ଭାବେ ନେବେ ଦାୟିତ୍ୱ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି । ୨୦୧୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି ଆଇପିଏସ୍‌ ସାରା ଶର୍ମା । ସେ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ତୁରନ୍ତ ରିଲିଭ୍‌ କରିବାକୁ କେନ୍ଦ୍ର ଦ୍ବାରା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

You Can Read :

ଯୁବକଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ