ସିବିଆଇ ମାମଲାରେ ସିସୋଡିଆଙ୍କୁ ଝଟକା
ନୂଆଦିଲ୍ଲୀ,୭।୫: ଦିଲ୍ଲୀର ମଦ ନୀତି ପ୍ରସଙ୍ଗରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ବଡ ଝଯକା ଲାଗିଛି। ଏହି ମାମଲା ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ଅବସ୍ଥିତ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣି କରିବେ। ଏହା ବ୍ୟତୀତ ସିସୋଡିଆ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ […] The post ସିବିଆଇ ମାମଲାରେ ସିସୋଡିଆଙ୍କୁ ଝଟକା appeared first on Dharitri Odia News.
ନୂଆଦିଲ୍ଲୀ,୭।୫: ଦିଲ୍ଲୀର ମଦ ନୀତି ପ୍ରସଙ୍ଗରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ବଡ ଝଯକା ଲାଗିଛି। ଏହି ମାମଲା ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଦିଲ୍ଲୀରେ ଅବସ୍ଥିତ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣି କରିବେ। ଏହା ବ୍ୟତୀତ ସିସୋଡିଆ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ମାମଲାରେ ମେ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।
ପ୍ରକୃତରେ, ଉଭୟ ଇଡି ଏବଂ ସିବିଆଇ ଦିଲ୍ଲୀ ଲିକର୍ ପଲିସି ମାମଲାରେ ସିସୋଡିଆର ଭୂମିକା ଅନୁସନ୍ଧାନ କରୁଛନ୍ତି। ଗତ ବର୍ଷ ଫେବୃଆରୀରେ ସିସୋଡିଆଙ୍କୁ ଗିରଫ କରାଯାଇଥିଲା।
The post ସିବିଆଇ ମାମଲାରେ ସିସୋଡିଆଙ୍କୁ ଝଟକା appeared first on Dharitri Odia News.