ସିଲ ହେଲା ‘ସମର୍ଥ’

ସମ୍ବଲପୁର:ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ପୁଟିବନ୍ଧସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମର୍ଥ’କୁ ସିଲ କରାଯାଇଛି। ମାନସିକ ଅନଗ୍ରସର ରହୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବଲପୁର ଜିଲା ପ୍ରଶାସନ ସିଲ କରିଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ପୁଲିସ ଉପସ୍ଥିତିରେ ‘ସମର୍ଥ’କୁ ସିଲ କରାଯାଇଛି। ଅନ୍ତେବାସୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।