ସୀମା ବିବାଦ ଥିବ ଯେଉଁଠି, ରାଜ୍ୟ ସରକାର ପହଞ୍ଚିବେ ସେଇଠି।MLA manoranjan dyan samantara on Kotia issue, bbsr
ବାଚସ୍ପତି ଅଧକ୍ଷତାରେ ବିଧାନସଭା ରେ ବସିଲା ହାଉସ କମିଟି | ସୀମା ବିବାଦ କୁ ନେଇ ବସିଲା କମିଟି | କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ୱର ଭଳି ବିଭିନ୍ନ ଅଂଚଳ ରେ ଥିବା ସୀମା ବିବାଦ ଅଞ୍ଚଳ କୁ ଗସ୍ତ କରିବ କମିଟି | ଅନାନ୍ୟା ସୀମା ସମସ୍ୟା ନେଇ