ସୀମା ଲଙ୍ଘନ ନ କରିବାକୁ ପାକିସ୍ତାନକୁ ଚେତାବନୀ ଦେଲା ଭାରତ

ଡେସ୍କ: ଭାରତୀୟ ସେନାର ସାମରିକ ଅପରେସନ ମହାନିର୍ଦ୍ଦେଶକ ପାକିସ୍ତାନୀ ଡିଜିଏମଓଙ୍କ ସହ କଥା ହୋଇଛନ୍ତି ଏବଂ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ଦ୍ୱାରା କୌଣସି ବି ଉତ୍ତେଜନାରେ ଉଲ୍ଲଂଘନ ନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଡିଜିଏମ୍ଓ ଗତକାଲି ସ୍ଥାପିତ ସାମରିକ ହଟଲାଇନ୍ ମାଧ୍ୟମରେ କଥା ହୋଇଥିଲେ। ଭାରତୀୟ ଅଧିକାରୀ ଜଣକ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥିଲେ।