ସୀମାରେ ଯୁଦ୍ଧସ୍ଥିତି, ଉପକୂଳରେ ହାଇ ଆଲର୍ଟ ! Coastal areas of odisha on high alert, Balasore.

ସୀମାରେ ଯୁଦ୍ଧ ଟେନ୍ସନ୍ ଉପକୂଳରେ ହାଏ ଏଲର୍ଟ। କାଶ୍ମୀରର ପହେଲଗାମ୍ ରେ ଆତଙ୍କି ହମ୍ଲା ପରେ ପୁରା ଦେଶରେ ବର୍ତ୍ତମାନ ହାଏ ଏଲର୍ଟ , ଉପକୂଳରେ ମଧ୍ୟ ସୁରଖ୍ୟାବ୍ୟବସ୍ଥା କୁ କଡ଼ା କଡ଼ି କରାଯାଇଛି। ପୁରା ଜିଲ୍ଲାରେ ତିଆରି ହୋଇଛି ନାକା ପୋଷ୍ଟ