ସୁଚରିତା ପାଣିଗ୍ରାହୀ ବୀରମହାରାଜପୁର ତହସିଲଦାର ଭାବେ ଯୋଗଦାନ

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାର ଭାବରେ 2021 ବ୍ୟ।ଚର ଓଏଏସ୍ ଅଫିସର ସୁଚିସ୍ମିତା ପାଣିଗ୍ରାହୀ ଗୁରୁବାର ଦିନ ଯୋଗଦାନ୍ କରିଛନ୍ତି । ଯୋଗଦାନ କରିବାପରେ ପ୍ରଥମେ ଷ୍ଟାଫ୍ ମିଟିଂ ଡାକି ରାଜସ୍ବ ବିଭାଗର ସମସ୍ତ ସରକାରୀ କାର୍ଯ୍ୟ କିଭଳି ଭାବରେ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ । ଏହା ସହିତ ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ , ଗରିବ ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନା ଜମି ଯୋଗଦେବା ସହିତ ରାଜ୍ୟ […] The post ସୁଚରିତା ପାଣିଗ୍ରାହୀ ବୀରମହାରାଜପୁର ତହସିଲଦାର ଭାବେ ଯୋଗଦାନ appeared first on Odisha.News.

ସୁଚରିତା ପାଣିଗ୍ରାହୀ ବୀରମହାରାଜପୁର ତହସିଲଦାର ଭାବେ ଯୋଗଦାନ

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାର ଭାବରେ 2021 ବ୍ୟ।ଚର ଓଏଏସ୍ ଅଫିସର ସୁଚିସ୍ମିତା ପାଣିଗ୍ରାହୀ ଗୁରୁବାର ଦିନ ଯୋଗଦାନ୍ କରିଛନ୍ତି । ଯୋଗଦାନ କରିବାପରେ ପ୍ରଥମେ ଷ୍ଟାଫ୍ ମିଟିଂ ଡାକି ରାଜସ୍ବ ବିଭାଗର ସମସ୍ତ ସରକାରୀ କାର୍ଯ୍ୟ କିଭଳି ଭାବରେ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ । ଏହା ସହିତ ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ , ଗରିବ ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନା ଜମି ଯୋଗଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା ଓ ରାଜସ୍ୱ ଆଦାୟ ଉପରେ ଗୁରୁତ୍ବ ଦେବି ବୋଲି କହିଛନ୍ତି । ଏଠାରେ ଥିବା ତହସିଲଦାର ପୁନମ୍ ମହାପାତ୍ର ଚିଲିକା ତହସିଲଦାର ଭାବରେ ବଦଳି ହୋଇଥିଲା , ଯା ଫଳରେ ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ସହସିଲଦାର ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ।

The post ସୁଚରିତା ପାଣିଗ୍ରାହୀ ବୀରମହାରାଜପୁର ତହସିଲଦାର ଭାବେ ଯୋଗଦାନ appeared first on Odisha.News.