ସୁଜିତ୍‌ ଆଉଟ୍‌ ଶୁଭାଶିଷ ଇନ୍‌ : ରାଜ୍ୟ ସଭା ପ୍ୟାନେଲରେ ସାମିଲ ହେଲେ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ୱର,୨୨।୭: ବିଜେଡି ଏମ୍‌ପି ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭା ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଶୁଭାଶିଷଙ୍କୁ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ଦିଆଯାଇଛି। ବିଜେଡି ଏମ୍‌ପି ସୁଜିତ କୁମାରଙ୍କ ସ୍ଥାନରେ ଶୁଭାଶିଷଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ପ୍ରତିବର୍ଷ ପ୍ୟାନେଲ ବଦଳାଇଥାନ୍ତି। The post ସୁଜିତ୍‌ ଆଉଟ୍‌ ଶୁଭାଶିଷ ଇନ୍‌ : ରାଜ୍ୟ ସଭା ପ୍ୟାନେଲରେ ସାମିଲ ହେଲେ ଶୁଭାଶିଷ ଖୁଣ୍ଟିଆ appeared first on Dharitri Odia News.

ସୁଜିତ୍‌ ଆଉଟ୍‌ ଶୁଭାଶିଷ ଇନ୍‌ : ରାଜ୍ୟ ସଭା ପ୍ୟାନେଲରେ ସାମିଲ ହେଲେ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ୱର,୨୨।୭: ବିଜେଡି ଏମ୍‌ପି ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭା ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଶୁଭାଶିଷଙ୍କୁ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ଦିଆଯାଇଛି। ବିଜେଡି ଏମ୍‌ପି ସୁଜିତ କୁମାରଙ୍କ ସ୍ଥାନରେ ଶୁଭାଶିଷଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ପ୍ରତିବର୍ଷ ପ୍ୟାନେଲ ବଦଳାଇଥାନ୍ତି।

The post ସୁଜିତ୍‌ ଆଉଟ୍‌ ଶୁଭାଶିଷ ଇନ୍‌ : ରାଜ୍ୟ ସଭା ପ୍ୟାନେଲରେ ସାମିଲ ହେଲେ ଶୁଭାଶିଷ ଖୁଣ୍ଟିଆ appeared first on Dharitri Odia News.