ସୁନା ଦୋକାନରେ ରାଜ୍ୟ ଜିଏସ୍‌ଟିର ରେଡ୍‌, ପୂର୍ବରୁ ବି ହୋଇଥିଲା ଚଢାଉ

ରାଉରକେଲା ୧୨।୦୩ : ସୁନା ଦୋକାନରେ ରାଜ୍ୟ ଜିଏସ୍‌ଟି ଟିମ୍‌ର ରେଡ୍‌ । ମେନ୍‌ ରୋଡ୍‌ରେ ଥିବା କନକ ଅଳଙ୍କାରରେ ଜିଏସ୍‌ଟି ଟିମ୍‌ । ଚଢାଉରେ ଅନେକ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମିଥ୍ୟା ଇନ୍‌ଭଏସ୍‌ ସହ ନକଲି ବିଲ୍‌ ଦେଇ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ଆସିଥିଲା । ଗତ ନଭେମ୍ବର ୯ ତାରିଖରେ କନକ ଅଳଙ୍କାରରେ ରେଡ୍‌ କରିଥିଲା ରାଜ୍ୟ ଜିଏସ୍‌ଟି । ଅଳଙ୍କାର ଦୋକାନ ଉପରେ ଫାଇନ୍‌ ଲଗାଇଥିଲା ଜିଏସ୍‌ଟି । ହେଲେ ନିର୍ଦ୍ଧାରିତ ସମୟରେ ଦାଖଲ କରିନଥିଲେ । ଆଉ ଏବେ ପୁଣି ଥରେ ପୁଣି ଥରେ ରାଜ୍ୟ ଜିଏସଟି ପକ୍ଷରୁ ରେଡ୍‌ ହୋଇଛି । ଏହି ରେଡ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି । 

ସୁନା ଦୋକାନରେ ରାଜ୍ୟ ଜିଏସ୍‌ଟିର ରେଡ୍‌, ପୂର୍ବରୁ ବି ହୋଇଥିଲା ଚଢାଉ

ରାଉରକେଲା ୧୨।୦୩ : ସୁନା ଦୋକାନରେ ରାଜ୍ୟ ଜିଏସ୍‌ଟି ଟିମ୍‌ର ରେଡ୍‌ । ମେନ୍‌ ରୋଡ୍‌ରେ ଥିବା କନକ ଅଳଙ୍କାରରେ ଜିଏସ୍‌ଟି ଟିମ୍‌ । ଚଢାଉରେ ଅନେକ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ମିଥ୍ୟା ଇନ୍‌ଭଏସ୍‌ ସହ ନକଲି ବିଲ୍‌ ଦେଇ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ଆସିଥିଲା । ଗତ ନଭେମ୍ବର ୯ ତାରିଖରେ କନକ ଅଳଙ୍କାରରେ ରେଡ୍‌ କରିଥିଲା ରାଜ୍ୟ ଜିଏସ୍‌ଟି । ଅଳଙ୍କାର ଦୋକାନ ଉପରେ ଫାଇନ୍‌ ଲଗାଇଥିଲା ଜିଏସ୍‌ଟି । ହେଲେ ନିର୍ଦ୍ଧାରିତ ସମୟରେ ଦାଖଲ କରିନଥିଲେ । ଆଉ ଏବେ ପୁଣି ଥରେ ପୁଣି ଥରେ ରାଜ୍ୟ ଜିଏସଟି ପକ୍ଷରୁ ରେଡ୍‌ ହୋଇଛି । ଏହି ରେଡ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି ।