ସୁନାପାଲି ଲୁଟ ଘଟଣାରେ ତିନି ଡକାୟତ କୁ ଗିରଫ କରି କୋର୍ଟଚାଲାଣ କରିଛି ବୀରମହାରାଜପୁର ପୁଲିସ

ବୀରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୃତିକା ଜଳ ବିଭାଜିକା ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀ ଙ୍କ ଠାରୁ ବାଇକ ଓ  କୋଡିଏ ହଜାର ଟଙ୍କା ଲୁଟ ଘଟଣା ରେ ସୋମବାର ବୀରମହାରାଜପୁର ପୋଲିସ ତିନି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ କେଉଟିପାଲି ଗ୍ରାମ ର ମନରଞ୍ଜନ ବେହେରା ର  ଏକ ପଲସର ବାଇକ ଲୁଟେରାମାନେ ହରିଣl ପାଳି ଛକ […] The post ସୁନାପାଲି ଲୁଟ ଘଟଣାରେ ତିନି ଡକାୟତ କୁ ଗିରଫ କରି କୋର୍ଟଚାଲାଣ କରିଛି ବୀରମହାରାଜପୁର ପୁଲିସ appeared first on Odisha.News.

ସୁନାପାଲି ଲୁଟ ଘଟଣାରେ ତିନି ଡକାୟତ କୁ ଗିରଫ କରି କୋର୍ଟଚାଲାଣ କରିଛି ବୀରମହାରାଜପୁର ପୁଲିସ

ବୀରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୃତିକା ଜଳ ବିଭାଜିକା ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀ ଙ୍କ ଠାରୁ ବାଇକ ଓ  କୋଡିଏ ହଜାର ଟଙ୍କା ଲୁଟ ଘଟଣା ରେ ସୋମବାର ବୀରମହାରାଜପୁର ପୋଲିସ ତିନି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ କେଉଟିପାଲି ଗ୍ରାମ ର ମନରଞ୍ଜନ ବେହେରା ର  ଏକ ପଲସର ବାଇକ ଲୁଟେରାମାନେ ହରିଣl ପାଳି ଛକ ରୁ   ଲୁଟ କରିଥିଲେ l   ଉଲୁଣ୍ଡା ବ୍ଲକ ର ଜଳ ବିଭାଜିକା ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀ ଙ୍କ ଠାରୁ  କୋଡିଏ ହଜାର ଓ ବାଇକ ଲୁଟି ନେଇ ପଳାଇ ଥିଲେ l ବୀରମହାରାଜପୁର ପୋଲିସ ଖବର ପାଇ ତିନି ଚୋର କୁ କାବୁ କରି ଥିଲେ l  ପୋଲିସ ସୂତ୍ର ରୁ ଜଣା ପଡ଼ିଥିବା ଖବର ଅନୁସାରେ  ଶିବ ସରଭଙ୍ଗ  ତରଭା (ଚରନିପାଳି) ନାମ ରେ ବାର ଟି କେଶ ଥାନା ରେ ରହିଛି l ରଞ୍ଜନ ରାଜହଂସ ନାମରେ ବାଇଶ ଟି କେଶ ଥିବା ବେଳେ ସେ   ମନୁମୁଣ୍ଡା ଅଂଚଳ ର ଖଇରମାଲ- ରକସା ର ବାସିନ୍ଦା ବୋଲି ଜଣା ପଡିଛି l ଜୟକୃଷ୍ଣ ବାରିକ (ପଚିଶ) ନାଆଁରେ ଅର୍ଡ଼l  ସୁହଳ ଟି କେଶ ଥିବା ଜଣା ପଡିଛି l ଏହି ଯୁବକ ମାନେ ବୌଦ୍ଧ, କଣ୍ଟାମାଲ , ରେଢ଼ାଖୋଲ , ଅତାବିରା  , ବରଗଡ଼ ଜିଲ୍ଲା ସୁବର୍ଣ୍ଣପୁର, ସମେତ ଛଗୋଟି ଟି ଜିଲ୍ଲା ରେ ଡକାୟତି କରୁ ଥିଲେ l ଏ ମାନେ ଘର ସିନ୍ଧି କରି ଚୋରି କରୁ ଥିବା ଜଣା ପଡିଛି ବୋଲି ବୀରମହାରାଜପୁର ଏସଡିପିଓ ଵାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି l ବୀରମହାରାଜପୁର ଥାନା ଆଇ ଆଇ ସି ଶୋଭାକର ସେଠ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପଧାନ ଉପସ୍ଥିତ ରହି କୋର୍ଟ ଚାଲାଣ କରିଥିଲେ l ଅନ୍ୟ ପଟେ ଧର୍ମଶାଳା ଘଟଣା ରେ 3  ଜଣ ଡକାୟତ ଫେରାର ଥିବା କହିଛନ୍ତି l

The post ସୁନାପାଲି ଲୁଟ ଘଟଣାରେ ତିନି ଡକାୟତ କୁ ଗିରଫ କରି କୋର୍ଟଚାଲାଣ କରିଛି ବୀରମହାରାଜପୁର ପୁଲିସ appeared first on Odisha.News.