ସୁନାରେ ଝଲସୁଛନ୍ତି ତିନି ଠାକୁର, ଦେଖନ୍ତୁ ସୁନ୍ଦର ଫଟୋ

କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ଆଜି ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଈଶ୍ବର... ମହଣ ମହଣ ସୁବର୍ଣ୍ଣର ଅଳଙ୍କାରରେ ଶୋଭାପାଉଛି ଶ୍ରୀ ଅଙ୍ଗ।