ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଲେ କିଟ ଓ କିସର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ
କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଷ୍ଟମ ଏସୀୟ ଚମ୍ପିଅନ୍ସ ଟ୍ରଫି ୨୦୨୪ରେ ସ୍ବର୍ଣ୍ଣ ପଦକ ବିଜେତା ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନୀତ କରିଛନ୍ତି । କିସର ପ୍ରଥମ ବର୍ଷର ବିଏ ଛାତ୍ରୀ ହେଉଛନ୍ତି ସୁନେଲିତା ଟପ୍ପୋ । ଯିଏ କି ଅଷ୍ଟମ ଏସୀୟ ଚମ୍ପିଅନ୍ସ ଟ୍ରଫି୨୦୨୪ରେ ଭାରତୀୟ ମହିଳା ହକି ଦଳରୁ ବିଜେତା ହୋଇଛନ୍ତି । ସେଥିପାଇଁ ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟକିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଓଡ଼ିଶାର ଏକମାତ୍ର […] The post ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଲେ କିଟ ଓ କିସର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.

କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଷ୍ଟମ ଏସୀୟ ଚମ୍ପିଅନ୍ସ ଟ୍ରଫି ୨୦୨୪ରେ ସ୍ବର୍ଣ୍ଣ ପଦକ ବିଜେତା ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନୀତ କରିଛନ୍ତି । କିସର ପ୍ରଥମ ବର୍ଷର ବିଏ ଛାତ୍ରୀ ହେଉଛନ୍ତି ସୁନେଲିତା ଟପ୍ପୋ । ଯିଏ କି ଅଷ୍ଟମ ଏସୀୟ ଚମ୍ପିଅନ୍ସ ଟ୍ରଫି୨୦୨୪ରେ ଭାରତୀୟ ମହିଳା ହକି ଦଳରୁ ବିଜେତା ହୋଇଛନ୍ତି । ସେଥିପାଇଁ ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟକିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।
ଓଡ଼ିଶାର ଏକମାତ୍ର ଖେଳାଳି ଭାବରେ ସୁନେଲିତା ଭଲ ପ୍ରଦର୍ଶନ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଏହି ସଫଳତା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ସହ ୨୦୨୮ ପାଇଁ ଅଲମ୍ପିକ ସଫଳତାର ସ୍ବପ୍ନ ପୂରଣ ପାଇଁ ପୃଷ୍ଟିସାର ଖାଦ୍ୟ ସହ ଅନ୍ୟାନ୍ୟ ଆବଶ୍ୟକତା କୁ ପୁରଣ କରିବା ପାଇଁ ମାସିକ୨୫ହଜାର ତାଙ୍କ ତାଙ୍କୁ ପ୍ରଦାନ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।
The post ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଲେ କିଟ ଓ କିସର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.