ସୁନ୍ଦରଗଡ ମେଡିକାଲ୍ରୁ ବିଚାରାଧୀନ କଏଦୀ ଫେରାର, ହତ୍ୟା ମାମଲାରେ ହୋଇଥିଲେ ଗିରଫ
ସୁନ୍ଦରଗଡ ୧।୪: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର । ଫେରାର କଏଦୀ ଜଣଙ୍କ ଅର୍ଜୁନ ମୁଣ୍ଡା ବୋଲି ଜଣାପଡିଛି । ସେ ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ରେ ଥିଲେ । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅର୍ଜୁନ ମୁଣ୍ଡା ଗିରଫ ହୋଇ ଜେଲ୍ରେ ଥିଲେ । ଗତ ୨୯ ତାରିଖରେ ଏକ ଅସ୍ତ୍ରୋପଚାର ପାଇଁ ଅର୍ଜୁନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଅର୍ଜୁନ ସୋମବାର ମେଡିକାଲରୁ ଫେରାର ହୋଇଯାଇଥିବା ଜଣାପଡିଛି । ଫେରାର ହେବା ପରେ ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । You Can Read :ଶିମିଳିପାଳ ହାଇସ୍କୁଲରେ ଅନିୟମିତତା, ଅନ୍ତେବାସୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ
ସୁନ୍ଦରଗଡ ୧।୪: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର । ଫେରାର କଏଦୀ ଜଣଙ୍କ ଅର୍ଜୁନ ମୁଣ୍ଡା ବୋଲି ଜଣାପଡିଛି । ସେ ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ରେ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅର୍ଜୁନ ମୁଣ୍ଡା ଗିରଫ ହୋଇ ଜେଲ୍ରେ ଥିଲେ । ଗତ ୨୯ ତାରିଖରେ ଏକ ଅସ୍ତ୍ରୋପଚାର ପାଇଁ ଅର୍ଜୁନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଅର୍ଜୁନ ସୋମବାର ମେଡିକାଲରୁ ଫେରାର ହୋଇଯାଇଥିବା ଜଣାପଡିଛି । ଫେରାର ହେବା ପରେ ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
You Can Read :
ଶିମିଳିପାଳ ହାଇସ୍କୁଲରେ ଅନିୟମିତତା, ଅନ୍ତେବାସୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ