ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ, ୬ ବର୍ଷ ପୂର୍ବରୁ ଆସିଥିଲା ନଜର

ସୁନ୍ଦରଗଡ଼ ୧୪।୦୩ : ସୁନ୍ଦରଗଡ଼ରେ ବିରଳ କଳା ବାଘ । ସୁନ୍ଦରଗଡ଼ ରେଞ୍ଜର ଗର୍ଜନ ପାହାଡ଼ ଏହି ବିରଳ କଳା ବାଘ ଦେଖିବାକୁ ମିଳିଛି । ବନବିଭାଗ କ୍ୟାମେରାରେ ଠାବ ହୋଇଛି ଏହି ବିରଳ କଳା ବାଘ । ଖବର ଅନୁଯାୟୀ, ୨୦୧୮ରେ ଏହି ଅଞ୍ଚଳରେ ଏକ କଳା ବାଘ ଦେଖିବାକୁ ମିଳିଥିଲା । ସେତେବେଳେ ବନବିଭାଗର କ୍ୟାମେରାରେ କଏଦ ହୋଇଥିଲା । ଆଉ ଏବେ ୬ ବର୍ଷ ପରେ ପୁଣି ଥରେ ବନ ବିଭାଗର କ୍ୟାମେରାରେ ବିରଳ କଳା ବାଘ ଠାବ ହୋଇଛି । ସୁନ୍ଦରଗଡ଼ ଡିଏଫ୍‌ଓ ପ୍ରଦୀପ ମିରାସେ ଏହି ସୂଚନା ଦେଇଛନ୍ତି । 

ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ, ୬ ବର୍ଷ ପୂର୍ବରୁ ଆସିଥିଲା ନଜର

ସୁନ୍ଦରଗଡ଼ ୧୪।୦୩ : ସୁନ୍ଦରଗଡ଼ରେ ବିରଳ କଳା ବାଘ । ସୁନ୍ଦରଗଡ଼ ରେଞ୍ଜର ଗର୍ଜନ ପାହାଡ଼ ଏହି ବିରଳ କଳା ବାଘ ଦେଖିବାକୁ ମିଳିଛି । ବନବିଭାଗ କ୍ୟାମେରାରେ ଠାବ ହୋଇଛି ଏହି ବିରଳ କଳା ବାଘ । 

ଖବର ଅନୁଯାୟୀ, ୨୦୧୮ରେ ଏହି ଅଞ୍ଚଳରେ ଏକ କଳା ବାଘ ଦେଖିବାକୁ ମିଳିଥିଲା । ସେତେବେଳେ ବନବିଭାଗର କ୍ୟାମେରାରେ କଏଦ ହୋଇଥିଲା । ଆଉ ଏବେ ୬ ବର୍ଷ ପରେ ପୁଣି ଥରେ ବନ ବିଭାଗର କ୍ୟାମେରାରେ ବିରଳ କଳା ବାଘ ଠାବ ହୋଇଛି । ସୁନ୍ଦରଗଡ଼ ଡିଏଫ୍‌ଓ ପ୍ରଦୀପ ମିରାସେ ଏହି ସୂଚନା ଦେଇଛନ୍ତି ।