ସୁନ୍ଦରତାରେ ବଡ ବଡ ଅଭିନେତ୍ରୀଙ୍କୁ ମାତ୍ ଦିଅନ୍ତି ଟ୍ରେଭିସ୍ ହେଡ୍ଙ୍କ ପତ୍ନୀ, ଦେଖନ୍ତୁ କିଛି ସୁନ୍ଦର ଫଟୋ...
ନୂଆଦିଲ୍ଲୀ ୦୯।୦୪: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଟ୍ରେଭିସ୍ ହେଡ୍ । ଆଇପିଏଲ୍ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି । ଟ୍ରେଭିସ୍ଙ୍କ ପତ୍ନୀ ହେଉଛନ୍ତି ଜେସିକା ଡେଭିସ୍ । ଜେସିକା ଦେଖିବାକୁ ବହୁତ ସୁନ୍ଦର । ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଜେସିକା ତାଙ୍କ ସ୍ବାମୀ ତଥା ଟ୍ରେଭିସ୍ ହେଡ୍ଙ୍କ ପାଇଁ ଲକି ଚାର୍ମ ଅଟନ୍ତି । ଜେସିକା ଜଣେ ମଡେଲ ଏବଂ ଉଦ୍ୟୋଗୀ ମଧ୍ୟ । ଅଷ୍ଟ୍ରେଲିଆର ସିଡନୀ ଏବଂ ରାଜଧାନୀ କାନବେରାରେ ତାଙ୍କର ରେଷ୍ଟୁରାଣ୍ଟ ରହିଛି । ଜେସିକା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଇନଷ୍ଟାଗ୍ରାମରେ ଜେସିକାଙ୍କୁ ଏକ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି । ହେଡ୍ ଏବଂ ଜେସିକା ଏପ୍ରିଲ୍ ୨୦୨୩ରେ ବିବାହ କରିଥିଲେ । ତେବେ ଜେସିକା ଏବଂ ଟ୍ରେଭିସ୍ ହେଡ୍ ଦୀର୍ଘ ଦିନ ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ । ବିବାହର ପ୍ରାୟ ଦୁଇ ମାସ ପରେ ଅଷ୍ଟ୍ରେଲିଆ ଓ୍ବାର୍ଲ ଟେଷ୍ଟ ଚାମ୍ପିୟନସିପ୍ ଜିତିଥିଲା । ଆଉ ଫାଇନାଲ ମ୍ୟାଚ୍ରେ ଟ୍ରେଭିସ୍ ହେଡ୍ ‘ପ୍ଲେୟର୍ ଅଫ୍ ଦି ମ୍ୟାଚ୍’ ହେଇଥିଲେ । ଏହାପରେ ଭାରତୀୟ ମାଟିରେ ଖେଳାଯାଇଥିଲା ODI ବିଶ୍ୱକପ୍ ୨୦୨୩ । ବିଶ୍ବକପ୍ର ଫାଇନାଲ୍ ମ୍ୟାଟ୍ରେ ଟ୍ରେଭିସ୍ ହେଡ୍ ଶତକ ଲଗାଇ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ ।
ନୂଆଦିଲ୍ଲୀ ୦୯।୦୪: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଟ୍ରେଭିସ୍ ହେଡ୍ । ଆଇପିଏଲ୍ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି । ଟ୍ରେଭିସ୍ଙ୍କ ପତ୍ନୀ ହେଉଛନ୍ତି ଜେସିକା ଡେଭିସ୍ । ଜେସିକା ଦେଖିବାକୁ ବହୁତ ସୁନ୍ଦର । ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ ।

ଜେସିକା ତାଙ୍କ ସ୍ବାମୀ ତଥା ଟ୍ରେଭିସ୍ ହେଡ୍ଙ୍କ ପାଇଁ ଲକି ଚାର୍ମ ଅଟନ୍ତି । ଜେସିକା ଜଣେ ମଡେଲ ଏବଂ ଉଦ୍ୟୋଗୀ ମଧ୍ୟ । ଅଷ୍ଟ୍ରେଲିଆର ସିଡନୀ ଏବଂ ରାଜଧାନୀ କାନବେରାରେ ତାଙ୍କର ରେଷ୍ଟୁରାଣ୍ଟ ରହିଛି । ଜେସିକା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ।

ଇନଷ୍ଟାଗ୍ରାମରେ ଜେସିକାଙ୍କୁ ଏକ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି । ହେଡ୍ ଏବଂ ଜେସିକା ଏପ୍ରିଲ୍ ୨୦୨୩ରେ ବିବାହ କରିଥିଲେ । ତେବେ ଜେସିକା ଏବଂ ଟ୍ରେଭିସ୍ ହେଡ୍ ଦୀର୍ଘ ଦିନ ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ ।

ବିବାହର ପ୍ରାୟ ଦୁଇ ମାସ ପରେ ଅଷ୍ଟ୍ରେଲିଆ ଓ୍ବାର୍ଲ ଟେଷ୍ଟ ଚାମ୍ପିୟନସିପ୍ ଜିତିଥିଲା । ଆଉ ଫାଇନାଲ ମ୍ୟାଚ୍ରେ ଟ୍ରେଭିସ୍ ହେଡ୍ ‘ପ୍ଲେୟର୍ ଅଫ୍ ଦି ମ୍ୟାଚ୍’ ହେଇଥିଲେ । ଏହାପରେ ଭାରତୀୟ ମାଟିରେ ଖେଳାଯାଇଥିଲା ODI ବିଶ୍ୱକପ୍ ୨୦୨୩ । ବିଶ୍ବକପ୍ର ଫାଇନାଲ୍ ମ୍ୟାଟ୍ରେ ଟ୍ରେଭିସ୍ ହେଡ୍ ଶତକ ଲଗାଇ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ ।