ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ….
ମୋହନା,୨୭।୧୧(ମନ୍ନମଥ ମିଶ୍ର): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ କିସ୍ତି ଆସିବା ପରେ ସୁଭଦ୍ରା ଟଙ୍କା ପାଇବା ପାଇଁ ଗଜପତି ଜିଲା ମୋହନା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମହିଳାମାନଙ୍କ ପ୍ରବଳ ଭିଡ଼ ମଙ୍ଗଳବାର ଦେଖିବାକୁ ମିଳିଥଥିଲା। ବ୍ୟାଙ୍କରେ ଭିଡ଼ ଯୋଗୁ ଲୋକଙ୍କ ପାଇଁ ଟୋକେନର ବ୍ୟବସ୍ଥା କରାଯାଇଥିଲା। ୧୫୦ ମହିଳାଙ୍କୁ ବ୍ୟାଙ୍କ ତତଫରୁ ଟୋକେନ ଦିଆଯାଇଥିବା ବେଳେ ପ୍ରାୟ ପାଞ୍ଚଶହରୁ ଅଧିକ ମହିଳା ଧାଡିବାନ୍ଧି ଠିଆ ହୋଇଥିଲେ। ଏହି […] The post ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ…. appeared first on Dharitri Odia News.
ମୋହନା,୨୭।୧୧(ମନ୍ନମଥ ମିଶ୍ର): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ କିସ୍ତି ଆସିବା ପରେ ସୁଭଦ୍ରା ଟଙ୍କା ପାଇବା ପାଇଁ ଗଜପତି ଜିଲା ମୋହନା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମହିଳାମାନଙ୍କ ପ୍ରବଳ ଭିଡ଼ ମଙ୍ଗଳବାର ଦେଖିବାକୁ ମିଳିଥଥିଲା। ବ୍ୟାଙ୍କରେ ଭିଡ଼ ଯୋଗୁ ଲୋକଙ୍କ ପାଇଁ ଟୋକେନର ବ୍ୟବସ୍ଥା କରାଯାଇଥିଲା। ୧୫୦ ମହିଳାଙ୍କୁ ବ୍ୟାଙ୍କ ତତଫରୁ ଟୋକେନ ଦିଆଯାଇଥିବା ବେଳେ ପ୍ରାୟ ପାଞ୍ଚଶହରୁ ଅଧିକ ମହିଳା ଧାଡିବାନ୍ଧି ଠିଆ ହୋଇଥିଲେ। ଏହି ଟୋକେନ୍ ସେମାନଙ୍କ ପାଇଁ ସମୁଦଦ୍ରରୁ ଶଙ୍ଖେ ବୋଲି ମନେ ହେଉଥିଲା।
ତେବେ ଭିଡ଼କୁ ଦୃଷ୍ଟିରେ ରଖି ବୁଧବାର ମୋହନା ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ସମ୍ମୁଖରେ ଟେଣ୍ଟ, ଚେୟାର ପକାଇ ସକାଳ ୭ଟାରୁ ବ୍ୟାଙ୍କ ଖୋଲିଥିଲେ। ପରେ ମହିଳାଙ୍କ ଟୋକେନ ବ୍ୟବସ୍ଥା ହୋଇଥିଲା। ପରେ କେୱାଇସି ଫର୍ମ ଗ୍ରହଣ କରିଥିା ଦେଖିବାକୁ ମିଳିଛି
The post ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ…. appeared first on Dharitri Odia News.