ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟର ସମସ୍ତଙ୍କ ମହିଳାଙ୍କୁ ମିଳିବ ଏହାର ଲାଭ

ଭୁବନେଶ୍ୱର ୨୩।୦୬: ସୁଭଦ୍ରା ନେଇ ସରକାରଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ମହିଳା ପାଇବେ ସୁଭଦ୍ରା ଟଙ୍କା । ରାଜ୍ୟର ମହିଳା ମାନେ କିଭଳି ସୁଭଦ୍ରା ଯୋଜନାରୁ ଲାଭ ପାଇବେ ତା ଉପରେ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟରେ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ୧୦୦ ଦିନ ଭିତରେ ନିଶ୍ଚିତ ଭାବେ ଲଞ୍ଜ ହେବ ଏହି ଯୋଜନା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ୍ ଟଙ୍କା । ସବୁ ମହିଳା କିଭଳି ଏହି ସ୍କିମର ଲାଭ୍ ପାଇ ପାରିବେ ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଇ ରହିଛି । ଏଥି ପାଇଁ ଯେଉଁ ବଜେଟ୍ ର ଆବଶ୍ୟକତା ରହିଛି। ଏନେଇ ଜିଏସ୍ ଟି କାଉନସିଲ୍ ବୈଠକରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟର ସମସ୍ତଙ୍କ ମହିଳାଙ୍କୁ ମିଳିବ ଏହାର ଲାଭ

ଭୁବନେଶ୍ୱର ୨୩।୦୬: ସୁଭଦ୍ରା ନେଇ ସରକାରଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ମହିଳା ପାଇବେ ସୁଭଦ୍ରା ଟଙ୍କା । ରାଜ୍ୟର ମହିଳା ମାନେ କିଭଳି ସୁଭଦ୍ରା ଯୋଜନାରୁ ଲାଭ ପାଇବେ ତା ଉପରେ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟରେ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ୧୦୦ ଦିନ ଭିତରେ ନିଶ୍ଚିତ ଭାବେ ଲଞ୍ଜ ହେବ ଏହି ଯୋଜନା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ୍ ଟଙ୍କା । ସବୁ ମହିଳା କିଭଳି ଏହି ସ୍କିମର ଲାଭ୍ ପାଇ ପାରିବେ ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଇ ରହିଛି । ଏଥି ପାଇଁ ଯେଉଁ ବଜେଟ୍ ର ଆବଶ୍ୟକତା ରହିଛି। ଏନେଇ ଜିଏସ୍ ଟି କାଉନସିଲ୍ ବୈଠକରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।