'ସୁଭଦ୍ରା' ଯୋଜନା: ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼
ରାଜ୍ୟ ବାହାରେ ରହୁଥିବା ଓଡିଆ ମହିଳା କେମିତି କରିବେ ଆବେଦନ ?
ସୁଭଦ୍ରାକୁ ନେଇ ଲୋକଙ୍କ ମନରେ ହଜାରେ ପ୍ରଶ୍ନ । ଆଧାର ଅପଡେଟ ପାଇଁ ନାକେଦମ ହେଲେଣି ଲୋକେ, ରାଜ୍ୟ ବାହାରେ ରହୁଥିବା ଓଡିଆ ମହିଳା କେମିତି କରିବେ ଆବେଦନ ? ଯେକୌଣସି ଜାଗାରେ ଥାଇ ଆବେଦନ କରି ହେବ ନା ଠିକଣା ଜାଗାଜୁ ଯିବାକୁ ହେବ ? ଦେଖନ୍ତୁ ପୂରା ରିପୋର୍ଟ।