ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ
ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।