ସୁଭଦ୍ରା ଯୋଜନାରେ ୩ ପଦକ୍ଷେପ : ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ

ଭୁବନେଶ୍ବର ୨୯।୧: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ । ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି । ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ ଏବଂ ଯୋଗାଯୋଗ କରିପାରିବେ ଏବଂ ଋଣ କେମିତି ନେଇପାରିବେ । କୁହ ସୁଭଦ୍ରା, ଯେଉଁଥିରେ କି ବିଭାଗ ହିତାଧିକାରୀଙ୍କୁ କଲ୍ କରି ସୁବିଧା ଅସୁବିଧା ପଚାରି ବୁଝୁଛି । ଶେଷରେ ସୁଭଦ୍ରା ସେତୁ, ଏହା ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା ।You Can Read:BMC ଓ CMC କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ, ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୫ ଦିନ ନୋଟିସ୍ ଦେବାକୁ ନିର୍ଦ୍ଦେଶ 

ସୁଭଦ୍ରା ଯୋଜନାରେ ୩ ପଦକ୍ଷେପ : ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ

ଭୁବନେଶ୍ବର ୧: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ । ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି । 

ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ ଏବଂ ଯୋଗାଯୋଗ କରିପାରିବେ ଏବଂ ଋଣ କେମିତି ନେଇପାରିବେ । କୁହ ସୁଭଦ୍ରା, ଯେଉଁଥିରେ କି ବିଭାଗ ହିତାଧିକାରୀଙ୍କୁ କଲ୍ କରି ସୁବିଧା ଅସୁବିଧା ପଚାରି ବୁଝୁଛି । ଶେଷରେ ସୁଭଦ୍ରା ସେତୁ, ଏହା ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା ।

You Can Read:

BMC ଓ CMC କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ, ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୫ ଦିନ ନୋଟିସ୍ ଦେବାକୁ ନିର୍ଦ୍ଦେଶ