‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’

୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।

‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’
Array