ସେଇ ଗୋଲ୍ ଗୋଲ୍ ଅକ୍ଷର
ଧରା ପକାଇଥିଲା ଗୋଲ୍ ଗୋଲ୍ ଅକ୍ଷର । ଫୁଟି ସାରିଥିଲା ପାର୍ସଲ ବୋମା । କିନ୍ତୁ ଡଷ୍ଟବିନ୍ କହୁଥିଲା ପୂରା କାହାଣୀ । ବହୁ ଚର୍ଚ୍ଚତ ପାର୍ସଲ ବୋମା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ଆସିବା ପରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ପ୍ରତିକ୍ରିୟା ରଖିଛନ୍ତି ।