ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ

ପଟ୍ଟାମୁଣ୍ଡାଇ: ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ ।  ମୃତ ଶିଶୁ ଜଣକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ । ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା  କରିଛନ୍ତି  । The post ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ appeared first on KNews Odisha.

ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ
tank

ପଟ୍ଟାମୁଣ୍ଡାଇ: ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ ।  ମୃତ ଶିଶୁ ଜଣକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ । ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା  କରିଛନ୍ତି  ।

The post ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ appeared first on KNews Odisha.