ସେପ୍ଟେମ୍ବର ୫ରୁ ଦୁଲୀପ୍ ଟ୍ରଫି: ସମସ୍ତ ସିନିୟରଙ୍କୁ ଡାକରା
ନୂଆଦିଲ୍ଲୀ, ୧୪।୦୮: ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ପାଇଁ ଖେଳାଳି ଚୟନ କରିଛି ବିସିସିଆଇ। ଏଥର ନୂଆ ଫର୍ମାଟରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ ଘରୋଇ ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳର ସମସ୍ତ ନିୟମିତ ସଦସ୍ୟଙ୍କୁ ଚୟନ କରାଯାଇଛି। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଟିମ୍ ଏ, ବି, ସି ଏବଂ ଡି କରି ଚାରୋଟି ଦଳ ଗଠନ କରିଛନ୍ତି। ଶୁଭମନ ଗିଲ୍ […] The post ସେପ୍ଟେମ୍ବର ୫ରୁ ଦୁଲୀପ୍ ଟ୍ରଫି: ସମସ୍ତ ସିନିୟରଙ୍କୁ ଡାକରା appeared first on Dharitri Odia News.
ନୂଆଦିଲ୍ଲୀ, ୧୪।୦୮: ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ପାଇଁ ଖେଳାଳି ଚୟନ କରିଛି ବିସିସିଆଇ। ଏଥର ନୂଆ ଫର୍ମାଟରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ ଘରୋଇ ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳର ସମସ୍ତ ନିୟମିତ ସଦସ୍ୟଙ୍କୁ ଚୟନ କରାଯାଇଛି।
ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଟିମ୍ ଏ, ବି, ସି ଏବଂ ଡି କରି ଚାରୋଟି ଦଳ ଗଠନ କରିଛନ୍ତି। ଶୁଭମନ ଗିଲ୍ ଟିମ୍-ଏ ର ନେତୃତ୍ୱ ନେଉଥିବା ବେଳେ, ଅଭିମନ୍ୟୁ ଈଶ୍ଵରନ ଟିମ୍-ବି, ଋତୁରାଜ ଗାଏକ୍ୱାଡ ଏବଂ ଶ୍ରେୟସ ଆୟର ଟିମ୍ ସି ଏବଂ ଡି ର ନେତୃତ୍ୱ ନେବେ।
ଟିମ୍ ଏ: ଶୁଭମାନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିୟାନ ପରାଗ, ଧ୍ରୁଭ ଜୁରେଲ(ଉଇକେଟ କିପର), କେ.ଏଲ ରାହୁଲ(ଉଇକେଟ କିପର), ତିଲକ ଭର୍ମା, ଶିବମ ଦୁବେ, ତନୁଶ କୋଟିୟାନ, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆବେଶ ଖାନ, ବିଦ୍ଵଥ କଭର୍ପା, କୁମାର କୁସର୍ଗ, ଶାଶ୍ୱତ ରାୱତ।
ଟିମ୍ ବି: ଅଭିମନ୍ୟୁ ଈଶ୍ଵରନ (ଅଧିନାୟକ), ଯଶସ୍ୱୀ ଜୈସୱାଲ୍, ସରଫରାଜ ଖାନ୍,ଋଷଭ ପନ୍ତ, ମୁଶୀର ଖାନ୍, ନୀତୀଶ କୁମାର ରେଡ୍ଡୀ *, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମୋହିତ ସିରାଜ, ଯଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର , ଏନ. ଜଗଦୀଶନ(ଉଇକେଟ କିପର)।
ଟିମ୍ ସି: ରୁତୁରାଜ ଗାଇକୱାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ଅଭିଷେକ ପୋରେଲ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ବାବା ଇନ୍ଦ୍ରଜିତ୍, ହ୍ରିତିକ ଶୋକେନ, ମନଭ ସୂତାର, ଉମ୍ରାନ ମଲିକ, ବିଶ୍ୱକ ବିଜୟକୁମାର, ଅନସୁଲ ଖାମବୁଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ,ଆର୍ଯ୍ୟନ ଯୁରେଲ(ଉଇକେଟ କିପର) ସନ୍ଦୀପ ୱାରିଅର୍।
ଟିମ୍ ଡି: ଶ୍ରେୟସ୍ ଲିୟର୍ (ଅଧିନାୟକ), ଅଥର୍ଭ ତାଡେ, ୟଶ ଦୁବେ, ଦେବଦତ୍ତ ପାଡିକଲ, ଇଶାନ କିଶନ (ଉଇକେଟ କିପର, ରିକି ଭୁଇ, ସରନଶ ଜୈନ, ଆକ୍ସର ପଟେଲ, ଅର୍ଶଦୀପ ସିଂ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତ, (ଉଇକେଟ କିପର), ସୌରଭ କୁମାର।
The post ସେପ୍ଟେମ୍ବର ୫ରୁ ଦୁଲୀପ୍ ଟ୍ରଫି: ସମସ୍ତ ସିନିୟରଙ୍କୁ ଡାକରା appeared first on Dharitri Odia News.