ସେଲୁନ୍ରେ ପଶି ଲୋକଙ୍କ ଦାଢ଼ି କାଟିଲେ ପ୍ରାର୍ଥୀ
ରାମନାଥପୁର(ତାମିଲନାଡୁ),୫।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ଜୋର ଧରିଛି। କିଏ କେଉଁ ଉପାୟରେ ଭୋଟରଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମନାଥପୁର ଅଞ୍ଚଳରେ। ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଜଣଙ୍କ ସାଇକେଲରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପରିକି ପ୍ରାର୍ଥୀ ଜଣକ ସେଲୁନରେ ପଶି ଲୋକଙ୍କ ଦାଢ଼ି କାଟି ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏହା ଅଞ୍ଚଳରେ ବେଶ୍ ଚଚ୍ଚାର […] The post ସେଲୁନ୍ରେ ପଶି ଲୋକଙ୍କ ଦାଢ଼ି କାଟିଲେ ପ୍ରାର୍ଥୀ appeared first on Dharitri Odia News.
ରାମନାଥପୁର(ତାମିଲନାଡୁ),୫।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ଜୋର ଧରିଛି। କିଏ କେଉଁ ଉପାୟରେ ଭୋଟରଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମନାଥପୁର ଅଞ୍ଚଳରେ।
ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଜଣଙ୍କ ସାଇକେଲରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପରିକି ପ୍ରାର୍ଥୀ ଜଣକ ସେଲୁନରେ ପଶି ଲୋକଙ୍କ ଦାଢ଼ି କାଟି ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏହା ଅଞ୍ଚଳରେ ବେଶ୍ ଚଚ୍ଚାର ବିଷୟ ହୋଇଛି। ଏପରିକି ଏହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
The post ସେଲୁନ୍ରେ ପଶି ଲୋକଙ୍କ ଦାଢ଼ି କାଟିଲେ ପ୍ରାର୍ଥୀ appeared first on Dharitri Odia News.