ସେଲ୍‌ଫି କ୍ୟାମେରା ଚିହ୍ନିବ ଅବସାଦ

ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପ୍ରକ୍ରିୟାର ଉଦ୍ଭୁାବନ କରିଥାଆନ୍ତି ଯାହା ମଣିଷକୁ ହେଉଥିବା ଭିନ୍ନଭିନ୍ନ ରୋଗକୁ ସହଜରେ ଚିହ୍ନିଥାଏ । ତେବେ ସେହିଭଳି ଏକ ପ୍ରକ୍ରିୟା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେମାନେ ଏକ ଆପର ଉଦ୍ଭୁାବନ କରିଛନ୍ତି ଯାହା ରୋଗୀଙ୍କର ମୁହଁର ଭାବକୁ ସମୀକ୍ଷା କରି ସେମାନଙ୍କ ମନରୁ ଭାବକୁ ଜାଣୁଛନ୍ତି । ଏହା ସେମାନଙ୍କର ଡିପ୍ରେସନ ରୋଗର ଚିକିତ୍ସାରେ ଖୁବ ସହାୟକ ହେଉଥିବା ଜଣା ପଡିଛି । ଏହି ଆପ୍‌ର ନାଁ ରହିଛି […]

ସେଲ୍‌ଫି  କ୍ୟାମେରା ଚିହ୍ନିବ ଅବସାଦ

ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପ୍ରକ୍ରିୟାର ଉଦ୍ଭୁାବନ କରିଥାଆନ୍ତି ଯାହା ମଣିଷକୁ ହେଉଥିବା ଭିନ୍ନଭିନ୍ନ ରୋଗକୁ ସହଜରେ ଚିହ୍ନିଥାଏ । ତେବେ ସେହିଭଳି ଏକ ପ୍ରକ୍ରିୟା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେମାନେ ଏକ ଆପର ଉଦ୍ଭୁାବନ କରିଛନ୍ତି ଯାହା ରୋଗୀଙ୍କର ମୁହଁର ଭାବକୁ ସମୀକ୍ଷା କରି ସେମାନଙ୍କ ମନରୁ ଭାବକୁ ଜାଣୁଛନ୍ତି । ଏହା ସେମାନଙ୍କର ଡିପ୍ରେସନ ରୋଗର ଚିକିତ୍ସାରେ ଖୁବ ସହାୟକ ହେଉଥିବା ଜଣା ପଡିଛି । ଏହି ଆପ୍‌ର ନାଁ ରହିଛି ଏମ୍ବୋର୍ଟ । ଫ୍ରାନ୍ସର ଏକ କମ୍ପାନୀ ଏହାକୁ ପ୍ରସ୍ତୁତ କରିଥିବା ଜଣା ପଡିଛି । ତେବେ ଏହି ଆପରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାର ସମ୍ପୂର୍ଣ୍ଣଧ୍ୟାନ ରଖାଯାଇଥିବା କୁହାଯାଇଛି । ଏହା ଡାକ୍ତରମାନଙ୍କୁ ମାନସିକ ସ୍ତରରେ ଅସୁସ୍ଥ ଥିବା ରୋଗୀଙ୍କର ଚିକିତ୍ସା କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।