ସୈଫ୍‌ଙ୍କୁ ଛୁରାମାଡ ପରେ ଟ୍ରୋଲ ହେଲେ ପଲକ ତିୱାରୀ, ୟୁଜର୍ସ କହିଲେ-କୁଆଡେ ଗାଏବ ହୋଇଯାଇଛ…

ମୁମ୍ଵାଇ ୨୧।୦୧; ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହୋଇଥିବାବେଳେ ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୈଫ ମେଡିକାଲରେ ରହିଥିବାବେଳେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି କୁହାଯାଇଛି । ଇବ୍ରାହିମ ବାପାଙ୍କ ପାଖରେ ରହିଥିବାରୁ ନିଜର ଫିଲ୍ମ ସୁଟିଂକୁ ମଧ୍ୟ ବନ୍ଦ ରଖିଛନ୍ତି ଇବ୍ରାହିମ୍ । ତେବେ ଇବ୍ରାହିମଙ୍କ ସହ ଯୋଡ଼ି ହୋଇଥିବା ପଲକ ତିଓ୍ବାରୀଙ୍କୁ ଏବେ ଟ୍ରୋଲ କରାଯାଉଛି । ଇନଷ୍ଟାଗ୍ରାମରେ ପଲକ କିଛି ପୋଷ୍ଟ କରିନଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଇବ୍ରାହିମ ଅଲି ଖାନଙ୍କ ନାମ ଦୀର୍ଘ ଦିନ ଧରି ପଲକ ତିୱାରୀ ସହିତ ଜଡିତ ଥିଲା । ଶ୍ୱେତା ତିୱାରୀଙ୍କ ଝିଅ ଅନେକ ସମୟରେ ଇବ୍ରାହିମଙ୍କ ସହିତ ନଜର ଆସିଥାନ୍ତି । ବେଳେବେଳେ ଫିଲ୍ମ କିମ୍ବା ଡିନର ଡେଟ୍‌ରେ  ବା ଛୁଟିରେ । ଯେଉଁ ଦିନ ସୈଫ ଅଲି ଖାନଙ୍କୁ ଆକ୍ରମଣ କରାଯାଇଥିଲା।  ସେହି ଦିନ ଠାରୁ ପଲକ ତିୱାରୀ ଗାଏବ ହୋଇଯାଇଛନ୍ତି। ଇନଷ୍ଟାଗ୍ରାମରେ ଆକ୍ଟିଭ୍‌ ଥିବା ପଲକ କୌଣସି ଷ୍ଟୋରୀ ପୋଷ୍ଟ କରୁ ନାହାଁନ୍ତି କିମ୍ବା କୌଣସି ପୋଷ୍ଟ ସେୟାର କରୁନାହାଁନ୍ତି। ଲୋକମାନେ ତାଙ୍କ ପୁରୁଣା ଫଟୋରେ ମନ୍ତବ୍ୟ ଦେବାବେଳେ ଏ ବିଷୟରେ ମଧ୍ୟ ପଚାରିଛନ୍ତି। ଓ ନାନା ପ୍ରକାରର କମେଣ୍ଟ କରୁଛନ୍ତି। 

ସୈଫ୍‌ଙ୍କୁ ଛୁରାମାଡ ପରେ ଟ୍ରୋଲ ହେଲେ ପଲକ ତିୱାରୀ, ୟୁଜର୍ସ କହିଲେ-କୁଆଡେ ଗାଏବ ହୋଇଯାଇଛ…

ମୁମ୍ଵାଇ ୨୧।୦୧; ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହୋଇଥିବାବେଳେ ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୈଫ ମେଡିକାଲରେ ରହିଥିବାବେଳେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି କୁହାଯାଇଛି । ଇବ୍ରାହିମ ବାପାଙ୍କ ପାଖରେ ରହିଥିବାରୁ ନିଜର ଫିଲ୍ମ ସୁଟିଂକୁ ମଧ୍ୟ ବନ୍ଦ ରଖିଛନ୍ତି ଇବ୍ରାହିମ୍ । ତେବେ ଇବ୍ରାହିମଙ୍କ ସହ ଯୋଡ଼ି ହୋଇଥିବା ପଲକ ତିଓ୍ବାରୀଙ୍କୁ ଏବେ ଟ୍ରୋଲ କରାଯାଉଛି । ଇନଷ୍ଟାଗ୍ରାମରେ ପଲକ କିଛି ପୋଷ୍ଟ କରିନଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । 

ଇବ୍ରାହିମ ଅଲି ଖାନଙ୍କ ନାମ ଦୀର୍ଘ ଦିନ ଧରି ପଲକ ତିୱାରୀ ସହିତ ଜଡିତ ଥିଲା । ଶ୍ୱେତା ତିୱାରୀଙ୍କ ଝିଅ ଅନେକ ସମୟରେ ଇବ୍ରାହିମଙ୍କ ସହିତ ନଜର ଆସିଥାନ୍ତି । ବେଳେବେଳେ ଫିଲ୍ମ କିମ୍ବା ଡିନର ଡେଟ୍‌ରେ  ବା ଛୁଟିରେ । ଯେଉଁ ଦିନ ସୈଫ ଅଲି ଖାନଙ୍କୁ ଆକ୍ରମଣ କରାଯାଇଥିଲା।  ସେହି ଦିନ ଠାରୁ ପଲକ ତିୱାରୀ ଗାଏବ ହୋଇଯାଇଛନ୍ତି। 

ଇନଷ୍ଟାଗ୍ରାମରେ ଆକ୍ଟିଭ୍‌ ଥିବା ପଲକ କୌଣସି ଷ୍ଟୋରୀ ପୋଷ୍ଟ କରୁ ନାହାଁନ୍ତି କିମ୍ବା କୌଣସି ପୋଷ୍ଟ ସେୟାର କରୁନାହାଁନ୍ତି। ଲୋକମାନେ ତାଙ୍କ ପୁରୁଣା ଫଟୋରେ ମନ୍ତବ୍ୟ ଦେବାବେଳେ ଏ ବିଷୟରେ ମଧ୍ୟ ପଚାରିଛନ୍ତି। ଓ ନାନା ପ୍ରକାରର କମେଣ୍ଟ କରୁଛନ୍ତି।