ସୈଫ୍ଙ୍କ ଉପରେ ଛୁରାମାଡକୁ ନେଇ ପ୍ରଶ୍ନ ଉଠାଇଲେ ଶିବସେନା ନେତା ସଞ୍ଜୟ, କହିଲେ-୫ ଦିନ ଏତେ ଫିଟ୍…
ମୁମ୍ଵାଇ ୨୨।୦୧; ବଲିଉଡ ଅଭିନେତା ସୈଫଙ୍କୁ ଛୁରାମାଡ ହୋଇଥିଲା। ଏହି ଘଟଣା ଜାନୁଆରୀ ୧୬ ତାରିଖରେ ଘଟିଥିଲା । ଯାହା ପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ଦିନ ପରେ ମଙ୍ଗଳବାର ସୈଫଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ଆଗାମୀ କିଛି ଦିନ ପାଇଁ ତାଙ୍କ ଘରେ ବିଶ୍ରାମ ନେବେ। ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ, ଶିବସେନା ନେତା ସଞ୍ଜୟ ନିରୁପମ ସୈଫ ଅଲ୍ଲୀ ଖାନଙ୍କ ଏକ ଭିଡିଓ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଛନ୍ତି।डॉक्टरों का कहना था किसैफ अली खान की पीठ में 2.5 इंच अंदर तक चाकू घुसा था।संभवत: अंदर ही फँसा था।लगातार 6 घंटे ऑपरेशन चला।यह सब 16 जनवरी की बात है।आज 21 जनवरी है।अस्पताल से निकलते ही इतना फिट ?सिर्फ़ 5 दिन में ?कमाल है !#SaifAliKhan pic.twitter.com/7tCT9g0jx8— Sanjay Nirupam (@sanjaynirupam) January 21, 2025ସଞ୍ଜୟ ନିରୁପମ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ଡାକ୍ତରମାନେ କହିଛନ୍ତି ଛୁରୀଟି ସୈଫ ଅଲ୍ଲୀ ଖାନଙ୍କ ପିଠି ଭିତରେ ୨.୫ ଇଞ୍ଚ ଭିତରକୁ ପଶିଯାଇଥିଲା। ବୋଧହୁଏ ସେ ଭିତରେ ଫସି ରହିଥିଲା। ଏହି ଅପରେସନ୍ ନିରନ୍ତର ୬ ଘଣ୍ଟା ଧରି ଚାଲିଥିଲା। ଏସବୁ ଘଟଣା ୧୬ ଜାନୁଆରୀରେ ଘଟିଥିଲା। ହସ୍ପିଟାଲରୁ ବାହାରିବା ମାତ୍ରେ ସୈଫ୍ ସମ୍ପୂର୍ଣ୍
ମୁମ୍ଵାଇ ୨୨।୦୧; ବଲିଉଡ ଅଭିନେତା ସୈଫଙ୍କୁ ଛୁରାମାଡ ହୋଇଥିଲା। ଏହି ଘଟଣା ଜାନୁଆରୀ ୧୬ ତାରିଖରେ ଘଟିଥିଲା । ଯାହା ପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ଦିନ ପରେ ମଙ୍ଗଳବାର ସୈଫଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ଆଗାମୀ କିଛି ଦିନ ପାଇଁ ତାଙ୍କ ଘରେ ବିଶ୍ରାମ ନେବେ। ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ, ଶିବସେନା ନେତା ସଞ୍ଜୟ ନିରୁପମ ସୈଫ ଅଲ୍ଲୀ ଖାନଙ୍କ ଏକ ଭିଡିଓ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଛନ୍ତି।
डॉक्टरों का कहना था कि
सैफ अली खान की पीठ में 2.5 इंच अंदर तक चाकू घुसा था।
संभवत: अंदर ही फँसा था।
लगातार 6 घंटे ऑपरेशन चला।
यह सब 16 जनवरी की बात है।
आज 21 जनवरी है।
अस्पताल से निकलते ही इतना फिट ?
सिर्फ़ 5 दिन में ?
कमाल है !#SaifAliKhan pic.twitter.com/7tCT9g0jx8— Sanjay Nirupam (@sanjaynirupam) January 21, 2025
ସଞ୍ଜୟ ନିରୁପମ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ଡାକ୍ତରମାନେ କହିଛନ୍ତି ଛୁରୀଟି ସୈଫ ଅଲ୍ଲୀ ଖାନଙ୍କ ପିଠି ଭିତରେ ୨.୫ ଇଞ୍ଚ ଭିତରକୁ ପଶିଯାଇଥିଲା। ବୋଧହୁଏ ସେ ଭିତରେ ଫସି ରହିଥିଲା। ଏହି ଅପରେସନ୍ ନିରନ୍ତର ୬ ଘଣ୍ଟା ଧରି ଚାଲିଥିଲା। ଏସବୁ ଘଟଣା ୧୬ ଜାନୁଆରୀରେ ଘଟିଥିଲା। ହସ୍ପିଟାଲରୁ ବାହାରିବା ମାତ୍ରେ ସୈଫ୍ ସମ୍ପୂର୍ଣ୍ଣ ଫିଟ୍? କେବଳ ୫ ଦିନରେ? ଏମିତି କେମିତି । ଯେମିତି ଲାଗୁଛି କିଛି ହୋଇନଥିଲା । ୱାଃ.. ବଢିଆ…
नवाबों कि बात ही अलग होती है…#SaifAliKhan pic.twitter.com/JjiDPcrAPz— Pradeep Kumar (@PradeepASP428) January 22, 2025
କହିବାକୁ ଗଲେ ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ବାଂଲାଦେଶୀ ନାଗରିକ ମହମ୍ମଦ ଶରୀଫୁଲ ଇସଲାମ ଶହଜାଦଙ୍କୁ ଗିରଫ କରାଯାଇଛି।ବର୍ତ୍ତମାନ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ପୋଲିସ ଏହି ମାମଲାରେ କୌଣସି ଅବହେଳା କରିବାକୁ ଚାହୁଁନାହିଁ। ଏହି କାରଣରୁ ପ୍ରତ୍ୟେକ ଦିଗର ତଦନ୍ତ କରାଯାଉଛି। ମୁମ୍ବାଇ ପୋଲିସ ଅଭିଯୁକ୍ତ ଶହଜାଦକୁ ନିଜ ସହିତ ନେଇ ସମଗ୍ର କ୍ରାଇନ୍ ସିନ୍କୁ ରିକ୍ରିଏସନ୍ କରିଥିଲା। ଯାହା ଦ୍ଵାରା ସମଗ୍ର ଘଟଣାଟି ବୁଝିହେବ। ଏହା ବ୍ୟତୀତ ଘରେ ଉପସ୍ଥିତ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଉଛି।