ସୋନମ କରୁଥିଲା ନିଃଶ୍ବାସ ଯାଞ୍ଚ
ମୋ ପୁଅ କି ଦୋଷ କଲା ? କାହିଁକି ତାକୁ ହତ୍ୟା କଲା ବୋହୁ ସୋନମ ? ମୋ ପୁଅକୁ ନ୍ୟାୟ ଦିଅ ? ମୃତ ରାଜାଙ୍କ ମା’ ଉମା ରଘୁବଂଶୀ କାନ୍ଦି କାନ୍ଦି ନୟାନ୍ତ । ମୋ ପୁଅ ହତ୍ୟାକାରୀକୁ ଏମିତି ଦଣ୍ଡ ମିଳୁ ଯେ ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିବ ତାକୁ ଏଭଳି ଦଣ୍ଡ ମିଳିଛି ବୋଲି ।