‘ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ’
ବମ୍ବେ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହ ବନ୍ଧନରେ ଆବଦ୍ଧ ହେବା ପରଠାରୁ ଚର୍ଚ୍ଚାରେ। ଦୀର୍ଘ ୭ ବର୍ଷ ଧରି ପ୍ରେମିକ ଜାହିର ଇକବାଲଙ୍କୁ ଡେଟ୍ କରିବା ପରେ ଉଭୟ ସାତ ଜନ୍ମର ସାଥୀ ଭାବେ ପରସ୍ପରକୁ ବାଛିଛନ୍ତି। ହେଲେ ଦୁହେଁ ଭିନ୍ନ ଧର୍ମର ହୋଇଥିବାରୁ ବିବାହକୁ ନେଇ ସୋନାକ୍ଷୀଙ୍କୁ ଟ୍ରୋଲ କରାଯାଉଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ମ୍ୟାକ୍ସଟର୍ନ ନାମରେ ଲୋକପ୍ରିୟ ସାଗର ଠାକୁର ଭିନ୍ନ ଦାବି କରିଛନ୍ତି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। […] The post ‘ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ’ appeared first on Dharitri Odia News.
Sonakshi Sinha ki shaadi 5 saal se jyada chale toh mera naam badal dena!
— Maxtern (@RealMaxtern) June 22, 2024
The post ‘ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ’ appeared first on Dharitri Odia News.