ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା

ଛତ୍ରପୁର,୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ଠାରେ ଓଡିଶା ସବ୍‌ଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଲାଇଭଷ୍ଟକ ଇନ୍ସପେକ୍ଟର(ଏଲ୍‌ଆଇ), ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଚାକିରି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ସକାଳ ୭ଟାରେ ଏହି ଶାରିରୀକ ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଚାଲିବା ସମୟରେ ଛତା କିମ୍ବା ଟୋପି ପରିଧାନ କରିବାକୁ କମିଶନର ଅନୁମତି ଦେଇଥିବା ଜିଲା […] The post ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା appeared first on Dharitri Odia News.

ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା

ଛତ୍ରପୁର,୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ଠାରେ ଓଡିଶା ସବ୍‌ଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଲାଇଭଷ୍ଟକ ଇନ୍ସପେକ୍ଟର(ଏଲ୍‌ଆଇ), ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଚାକିରି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ।

ସୋମବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ସକାଳ ୭ଟାରେ ଏହି ଶାରିରୀକ ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଚାଲିବା ସମୟରେ ଛତା କିମ୍ବା ଟୋପି ପରିଧାନ କରିବାକୁ କମିଶନର ଅନୁମତି ଦେଇଥିବା ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ଚୟନ ପରୀକ୍ଷା ନିମନ୍ତେ ଆସୁଥିବା ପ୍ରାର୍ଥୀମାନଙ୍କୁ ଅବଗତ କରାଇଛନ୍ତି।

The post ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା appeared first on Dharitri Odia News.