ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି

ନୂଆଦିଲ୍ଲୀ/ରାଞ୍ଚତ୍,୭ା୪ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜମିକୁ ବେଆଇନ ଭାବେ ୮.୮୬ କୋଟି ଟଙ୍କାରେ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିବାବେଳେ ଏହାର ପ୍ରମାଣ ସ୍ବରୂପ ଫ୍ରିଜ୍‌ ଏବଂ ସ୍ମାର୍ଟ ଟିଭିର ଇନ୍‌ଭଏସ୍‌କୁ ବ୍ୟବହାର କରିଛି। ରାଞ୍ଚତ୍ର ୨ ଜଣ ଡିଲରଙ୍କଠାରୁ ଇଡି ଏହି ରସିଦଗୁଡ଼ିକୁ ସଂଗ୍ରହ କରି ଚାର୍ଜଶିଟ୍‌ରେ ସଂଯୋଗ କରିଛି। ଜମି ହଡ଼ପ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଇଡି ଜାନୁଆରୀ ୩୧ରେ […] The post ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି appeared first on Dharitri Odia News.

ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି

ନୂଆଦିଲ୍ଲୀ/ରାଞ୍ଚତ୍,୭ା୪ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜମିକୁ ବେଆଇନ ଭାବେ ୮.୮୬ କୋଟି ଟଙ୍କାରେ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିବାବେଳେ ଏହାର ପ୍ରମାଣ ସ୍ବରୂପ ଫ୍ରିଜ୍‌ ଏବଂ ସ୍ମାର୍ଟ ଟିଭିର ଇନ୍‌ଭଏସ୍‌କୁ ବ୍ୟବହାର କରିଛି। ରାଞ୍ଚତ୍ର ୨ ଜଣ ଡିଲରଙ୍କଠାରୁ ଇଡି ଏହି ରସିଦଗୁଡ଼ିକୁ ସଂଗ୍ରହ କରି ଚାର୍ଜଶିଟ୍‌ରେ ସଂଯୋଗ କରିଛି। ଜମି ହଡ଼ପ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଇଡି ଜାନୁଆରୀ ୩୧ରେ ସୋରେନଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ରାଞ୍ଚତ୍ର ବିର୍ସାମୁଣ୍ଡା ଜେଲରେ ରଖାଯାଇଛି।

The post ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି appeared first on Dharitri Odia News.