ସୋଶାଲ ମଡିଆରେ ପ୍ରଚାର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ?

ବିଜେଡିର ୨୦୨୪ ସାଧାରଣ ନିର୍ବାଚନର ଖର୍ଚ୍ଚ ହିସାବ ଏବେ ନିର୍ବାଚନ କମିଶନଙ୍କ ୱେବସାଇଟରେ ଅପଲୋଡ୍ ହୋଇଛି।

ସୋଶାଲ ମଡିଆରେ ପ୍ରଚାର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ?

ପାରମ୍ପରିକ ମିଡିଆ ବା ଟେଲିଭିଜନ ଓ ଖବରକାଗଜ ତୁଳନାରେ ବିଜେଡି ୨୦୨୪ ନିର୍ବାଚନରେ ସୋଶାଲ ମିଡିଆରେ ପ୍ରାୟ ଦୁଇଗୁଣ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡିଛି। ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ, ବିଜେଡି ୨୦୨୪ ସାଧାରଣ ନିର୍ବାଚନରେ ପାରମ୍ପରିକ ମିଡିଆକୁ ୪୭.୧୪ କୋଟି ଟଙ୍କାର ବିଜ୍ଞାପନ ଦେଇଥିବା ବେଳେ ସୋଶାଲ ମିଡିଆରେ ୮୩.୦୩ କୋଟି ଟଙ୍କା ଖର୍ଚ୍ଚ କରିଛି। ଦେଖନ୍ତୁ ପୂରା ରିପୋର୍ଟ।