ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା

କଟକ: ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା। ମାଟ୍ରିକ ପରୀକ୍ଷା ଭଣ୍ଡୁର କରିବା ଚକ୍ରାନ୍ତ ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ... The post ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା appeared first on .

ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା

କଟକ: ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା। ମାଟ୍ରିକ ପରୀକ୍ଷା ଭଣ୍ଡୁର କରିବା ଚକ୍ରାନ୍ତ ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଚରମ ପଦକ୍ଷେପ। ଗୁଜବକାରୀଙ୍କ ବିରୁଦ୍ଧରେ ସାଇବର ଥାନାରେ ଲିଖିତ ଏତଲା ଦେଲେ ବୋର୍ଡ ଅଧିକାରୀ। କିଏ ଭାଇରାଲ କରୁଛନ୍ତି ତାଙ୍କୁ ସାମ୍ନାକୁ ଆଣିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରାଯାଇଛି।

ଗତକିଛି ଦିନ ହେବ ବାରମ୍ବାର ଭାଇରାଲ ଗୁଜବ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହିତ ଏନେଇ ପରୀକ୍ଷାର୍ଥୀ ବିବ୍ରତ ହେଉଥିଲେ। ପରୀକ୍ଷାର୍ଥୀଙ୍କୁ ସୋସିଆଲ ମିଡିଆ ଓ ଏହି ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହିତ କାର୍ଯ୍ଯାନୁଷ୍ଠାନ ଲାଗି ପଦକ୍ଷେପ ନେଇଛନ୍ତି।

The post ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା appeared first on .