ସୋସିଆଲ୍ ମିଡିଆର ସକ୍‌ ଦେଲେ ସେନ୍ସେସ୍‌ ଗାର୍ଲ ଉର୍ଫି ଜାଭେଦ୍

ଆଜିକାଲି ସୋସିଆଲ୍ ମିଡିଆ ସେନ୍ସେସ୍‌ର ଏକ ତାଲିକା କଲେ ଟପ୍‌ ୱାନ୍‌ରେ ଉର୍ଫି ଜାଭେଦ୍ ହିଁ ରହିବେ। ନିଜର ଅନନ୍ୟ ଫ୍ୟାଶନ୍ ସେନ୍ସ କାରଣରୁ ସେ ପ୍ରତିଦିନ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ବୋଲ୍ଡ ଚେହେରା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।