Snana Purnima 2025: ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ ।

Snana Purnima 2025: ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ
Array