ସ୍କର୍ପିଓ ଗାଡି ଭିତରେ ପୁଳା ପୁଳା ସୁନା ନେଇଯାଉଥିଲା ଦୁର୍ବୁତ୍ତ, ଅଧା ରାସ୍ତାରେ ମାଡିବସିଲା ପୋଲିସ...
ଜଳେଶ୍ୱରର ଏକ ଗହଣା ଦୋକାନକୁ ପ୍ରଥମେ ଜଣେ ଗ୍ରାହକ ସାଜି ଯାଇଥିଲା । ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଚୋରି କରି ସ୍କର୍ପିଓରେ ଚମ୍ପଟ ମାରୁଥିଲା ଚୋର। ଲକ୍ଷ୍ମଣନାଥ ଟୋଲଗେଟରେ ଚୋରକୁ କାବୁ କଲେ ଲୋକ। ଚୋର ଜଣକ ପଶ୍ଚିମବଙ୍ଗର ବୋଲି ସୂଚନା