ସ୍କୁଟି ଆରୋହୀଙ୍କୁ ଉଠାଇ କଚାଡି ଦେଲା ମଇଁଷି: ଦେଖନ୍ତୁ ଭୟଙ୍କର ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ମଇଁଷି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ସାଧାରଣତଃ ଶାନ୍ତ ଦେଖାଯାଉଥିବା ମଇଁଷି କିପରି ଭୟଙ୍କର ରୂପ ନିଏ ତାହା ଦେଖବାକୁ ମିଳିଛି। ଗାଈ, ମଇଁଷି ଏବଂ ଷଣ୍ଢ ରାସ୍ତାରେ ରାସ୍ତାରେ ବୁଲୁଥିବା ସାଧାରଣ କଥା, କିନ୍ତୁ ଭାଇରାଲ ଭିଡିଓ ଦେଖିବା ପରେ ଆପଣ ସେମାନଙ୍କଠାରୁ ଦୂରତା ରଖିବାକୁ ବାଧ୍ୟ ହେବେ। ଭିଡିଓରେ ଦେଖାଯାଉଛି ଯେ, ଏକ ମଇଁଷି ରାସ୍ତାରେ ଏକୁଟିଆ ଠିଆ ହୋଇଛି। ହଠାତ୍‌ ସେ ଜଣେ ବାଇକ ଆରୋହୀଙ୍କୁ […] The post ସ୍କୁଟି ଆରୋହୀଙ୍କୁ ଉଠାଇ କଚାଡି ଦେଲା ମଇଁଷି: ଦେଖନ୍ତୁ ଭୟଙ୍କର ଭିଡିଓ appeared first on Dharitri Odia News.

ସ୍କୁଟି ଆରୋହୀଙ୍କୁ ଉଠାଇ କଚାଡି ଦେଲା ମଇଁଷି: ଦେଖନ୍ତୁ ଭୟଙ୍କର ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ମଇଁଷି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ସାଧାରଣତଃ ଶାନ୍ତ ଦେଖାଯାଉଥିବା ମଇଁଷି କିପରି ଭୟଙ୍କର ରୂପ ନିଏ ତାହା ଦେଖବାକୁ ମିଳିଛି।
ଗାଈ, ମଇଁଷି ଏବଂ ଷଣ୍ଢ ରାସ୍ତାରେ ରାସ୍ତାରେ ବୁଲୁଥିବା ସାଧାରଣ କଥା, କିନ୍ତୁ ଭାଇରାଲ ଭିଡିଓ ଦେଖିବା ପରେ ଆପଣ ସେମାନଙ୍କଠାରୁ ଦୂରତା ରଖିବାକୁ ବାଧ୍ୟ ହେବେ। ଭିଡିଓରେ ଦେଖାଯାଉଛି ଯେ, ଏକ ମଇଁଷି ରାସ୍ତାରେ ଏକୁଟିଆ ଠିଆ ହୋଇଛି। ହଠାତ୍‌ ସେ ଜଣେ ବାଇକ ଆରୋହୀଙ୍କୁ ଦେଖି ତାଙ୍କୁ ମାରିବାକୁ ଦୌଡ଼ିଗଲା। କିଛି କ୍ଷଣ ମଧ୍ୟରେ ସେ ତାଙ୍କୁ ଉଠାଇ ସ୍କୁଟି ସହିତ କଚାଡି ଦେଲା। ସେମାନଙ୍କୁ ବଞ୍ଚାଇବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @Dharmeshspandey ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଲୋକମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by KERALA / INDIA                                                                                         <div class= Read More