ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି ୭।୬: ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସ୍କୁଟି ଆରୋହୀ ତପନ କାଣ୍ଡିଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, କଟକ-କେନ୍ଦ୍ରାପଡା ରାସ୍ତାର ପି ପି କଲେଜ ଛକରେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସ୍କୁଟି ଆରୋହୀ ତପନ କାଣ୍ଡିଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ନିଶ୍ଚିନ୍ତକୋଇଲି ଥାନା ଛକ ଠାରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ ।You Can Read :ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର 

ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି ୭।୬: ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସ୍କୁଟି ଆରୋହୀ ତପନ କାଣ୍ଡିଙ୍କ ମୃତ୍ୟୁ ଘଟିଛି । 

ସୂଚନାଯୋଗ୍ୟ ଯେ, କଟକ-କେନ୍ଦ୍ରାପଡା ରାସ୍ତାର ପି ପି କଲେଜ ଛକରେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସ୍କୁଟି ଆରୋହୀ ତପନ କାଣ୍ଡିଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ନିଶ୍ଚିନ୍ତକୋଇଲି ଥାନା ଛକ ଠାରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ ।

You Can Read :

ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର