ସ୍କୁଟିରେ ଯାଉଥିବା ବେଳେ ଉପରେ ପଡ଼ିଲା ନଡ଼ିଆ ଗଛ, ଦୁଇ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର
ନିମାପଡ଼ା,୨ା୬(ବିଚିତ୍ରାନନ୍ଦ ସାହୁ): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ଚିତରା କେନାଲ ବନ୍ଧ ରାସ୍ତାରେ ଏକ ନଡ଼ିଆ ଗଛ ଉପୁଡ଼ି ପଡ଼ି ସ୍କୁଟି ଉପରେ ପଡ଼ିଯିବାରୁ ଗାଡ଼ି ଚାଳକଙ୍କ ସମେତ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ଦୁଇ ଜଣ ହେଲେ ନିମାପଡ଼ା ବ୍ଲକ ରଟିଲୋ ଗ୍ରାମର ତୁଷାର ରଞ୍ଜନ ବିଶ୍ୱାଳ(୩୧), ମିଥୁନ ପ୍ରଧାନ(୩୦), ଗୁରୁତର ଯୁବକ ଜଣକ ହେଲେ […] The post ସ୍କୁଟିରେ ଯାଉଥିବା ବେଳେ ଉପରେ ପଡ଼ିଲା ନଡ଼ିଆ ଗଛ, ଦୁଇ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.
ନିମାପଡ଼ା,୨ା୬(ବିଚିତ୍ରାନନ୍ଦ ସାହୁ): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ଚିତରା କେନାଲ ବନ୍ଧ ରାସ୍ତାରେ ଏକ ନଡ଼ିଆ ଗଛ ଉପୁଡ଼ି ପଡ଼ି ସ୍କୁଟି ଉପରେ ପଡ଼ିଯିବାରୁ ଗାଡ଼ି ଚାଳକଙ୍କ ସମେତ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ଦୁଇ ଜଣ ହେଲେ ନିମାପଡ଼ା ବ୍ଲକ ରଟିଲୋ ଗ୍ରାମର ତୁଷାର ରଞ୍ଜନ ବିଶ୍ୱାଳ(୩୧), ମିଥୁନ ପ୍ରଧାନ(୩୦), ଗୁରୁତର ଯୁବକ ଜଣକ ହେଲେ ବିଶ୍ୱରଞ୍ଜନ ଆଚାର୍ଯ୍ୟ(୨୮)। ଯୁବକଙ୍କ ଏହି ଅକାଳ ବିୟୋଗକୁ ନେଇ ସମଗ୍ର ରଟିଲୋ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।
The post ସ୍କୁଟିରେ ଯାଉଥିବା ବେଳେ ଉପରେ ପଡ଼ିଲା ନଡ଼ିଆ ଗଛ, ଦୁଇ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.