ସ୍କୁଲ ବ୍ୟାଗ୍ କିଣିବାକୁ ଯାଇ ଫେରିନାହାନ୍ତି ମା’-ପୁଅ, ଥାନାରେ ଏତଲା ଦେଲେ ସ୍ବାମୀ
ବାଲିଗୁଡା ୩।୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ମିଡ଼ିଆକିଆରେ ଅଭାବନୀୟ ଘଟଣା ଘଟିଛି l ତିନି ଦିନ ହେବ ମହିଳାଙ୍କ ପତ୍ତା ମିଳିନି l ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ମିଡ଼ିଆକିଆ ଗାଁର ସୁକେଶିନି କହଁର ନାମକ ମହିଳା ୭ ବର୍ଷର ପୁଅ ଅଂଶୁମାନଙ୍କୁ ଧରି ସ୍କୁଲ ବ୍ୟାଗ କିଣିବାକୁ ବାଲିଗୁଡ଼ା ବଜାରକୁ ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡିଶା, ବନ୍ଧୁ ବାନ୍ଧବ ଓ ବାଲିଗୁଡା ବଜାରରେ ଖୋଜାଖୋଜି କରିଥିଲେ ମଧ୍ୟ ମା’-ପୁଅଙ୍କ କୌଣସି ସନ୍ଧାନ ମିଳିନଥିଲା l ଏନେଇ ମହିଳାଙ୍କ ସ୍ଵାମୀ ସୂର୍ଯ୍ୟମଣି କହଁର ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି lYou Can Read:ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଗଠନ ହେବ ଟାସ୍କ ଫୋର୍ସ
ବାଲିଗୁଡା ୩।୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ମିଡ଼ିଆକିଆରେ ଅଭାବନୀୟ ଘଟଣା ଘଟିଛି l ତିନି ଦିନ ହେବ ମହିଳାଙ୍କ ପତ୍ତା ମିଳିନି l
ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ମିଡ଼ିଆକିଆ ଗାଁର ସୁକେଶିନି କହଁର ନାମକ ମହିଳା ୭ ବର୍ଷର ପୁଅ ଅଂଶୁମାନଙ୍କୁ ଧରି ସ୍କୁଲ ବ୍ୟାଗ କିଣିବାକୁ ବାଲିଗୁଡ଼ା ବଜାରକୁ ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡିଶା, ବନ୍ଧୁ ବାନ୍ଧବ ଓ ବାଲିଗୁଡା ବଜାରରେ ଖୋଜାଖୋଜି କରିଥିଲେ ମଧ୍ୟ ମା’-ପୁଅଙ୍କ କୌଣସି ସନ୍ଧାନ ମିଳିନଥିଲା l ଏନେଇ ମହିଳାଙ୍କ ସ୍ଵାମୀ ସୂର୍ଯ୍ୟମଣି କହଁର ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି l
You Can Read: