ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ଯୌତୁକ ପାଇଁ କରିଥିଲା ହତ୍ୟା
ଭୁବନେଶ୍ବର ୦୯।୧୦ : ହତ୍ୟାକାରୀକୁ ଦଣ୍ଡ । ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ।୪ ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ ମୁରଲୀଧର ବେହେରାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର କୋର୍ଟ ।ଖବର ଅନୁଯାୟୀ, ୨୦୨୦ ମସିହାରେ ଏୟାରପୋର୍ଟ ଅଞ୍ଚଳରେ ସ୍ତ୍ରୀକୁ ଯୌତୁକ ପାଇଁ ହତ୍ୟା କରିଥିଲେ ସ୍ୱାମୀ । ଏହାପରେ ଏୟାରପୋର୍ଟ ଥାନାରେ ହତ୍ୟା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା । ଏହାସହ ଭୁବନେଶ୍ୱର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଦୀର୍ଘ ୪ ବର୍ଷ ଧରି ଶୁଣାଣି ପରେ ବୁଧବାର ଦିନ ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟରେ ରାୟ ଅନୁସାରେ ଅଭିଯୁକ୍ତି ସ୍ୱାମୀ ମୁରଲୀଧର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଫାଟିଲା ଏୟାର ପ୍ରେସର ଟାଙ୍କି,ମିସ୍ତ୍ରୀଙ୍କ ମୁଣ୍ଡ-ଗଣ୍ଡି ଅଲଗା,୨ ଆହତ ମେଡିକାଲରେ ଭର୍ତ୍ତି
ଭୁବନେଶ୍ବର ୦୯।୧୦ : ହତ୍ୟାକାରୀକୁ ଦଣ୍ଡ । ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ।୪ ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ ମୁରଲୀଧର ବେହେରାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର କୋର୍ଟ ।
ଖବର ଅନୁଯାୟୀ, ୨୦୨୦ ମସିହାରେ ଏୟାରପୋର୍ଟ ଅଞ୍ଚଳରେ ସ୍ତ୍ରୀକୁ ଯୌତୁକ ପାଇଁ ହତ୍ୟା କରିଥିଲେ ସ୍ୱାମୀ । ଏହାପରେ ଏୟାରପୋର୍ଟ ଥାନାରେ ହତ୍ୟା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା । ଏହାସହ ଭୁବନେଶ୍ୱର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଦୀର୍ଘ ୪ ବର୍ଷ ଧରି ଶୁଣାଣି ପରେ ବୁଧବାର ଦିନ ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟରେ ରାୟ ଅନୁସାରେ ଅଭିଯୁକ୍ତି ସ୍ୱାମୀ ମୁରଲୀଧର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଫାଟିଲା ଏୟାର ପ୍ରେସର ଟାଙ୍କି,ମିସ୍ତ୍ରୀଙ୍କ ମୁଣ୍ଡ-ଗଣ୍ଡି ଅଲଗା,୨ ଆହତ ମେଡିକାଲରେ ଭର୍ତ୍ତି