ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

#ସ୍ତ୍ରୀକୁ_ଟାଙ୍ଗିଆରେ_ହାଣିଲା_ସ୍ବାମୀ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା କଳହ। ଏହା ନେଲା ଉଗ୍ର ରୂପ। ଶେଷରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଲା ସ୍ବାମୀ।

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
Array