ସ୍ତ୍ରୀକୁ ମାରି ନିଜ ବେକ କାଟିଲା ସ୍ୱାମୀ

କଟକ : କଟକ ଲାଲବାଗ ଥାନା ସିଦ୍ଧେଶ୍ୱର ସାହିରେ ଘଟିଛି ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ହତ୍ୟା କରି ନିଜ ବେକ କାଟିଛି ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ୱାମୀକୁ ଉଦ୍ଧାର କରାଯାଇଛି । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀର ମୃତଦେହ ଉଦ୍ଧାର କରାଯାଇଛି । ରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।