ସ୍ଥଗିତ ହେଲା CSIR UGC NET ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲେ CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET । ଜୁନିଅର ଫେଲୋସିପ... The post ସ୍ଥଗିତ ହେଲା CSIR UGC NET ପରୀକ୍ଷା appeared first on .

ସ୍ଥଗିତ ହେଲା CSIR UGC NET ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲେ CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET । ଜୁନିଅର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ ।

୨୫ରୁ ୨୭ ତାରିଖ ମଧ୍ଯରେ ହେବାର ଥିଲା ପରୀକ୍ଷା । ସଂସାଧନ ଅଭାବରୁ ସ୍ଥଗିତ ରହିଲା ପରୀକ୍ଷା । ପରୀକ୍ଷା ଘୁଞ୍ଚିବା ନେଇ ଏନଟିଏର ସୂଚନା ।

The post ସ୍ଥଗିତ ହେଲା CSIR UGC NET ପରୀକ୍ଷା appeared first on .